Categories: Video

ଆତ୍ମହତ୍ୟା ପଛର କାରଣ ଡିପ୍ରେସନ ନା ପ୍ରଫେସନ ?

ଗତ ଦୁଇଦିନ ତଳେ ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ତାଙ୍କର ଏମିତି ଅଚାନକ ଚାଲିଯିବା ଓ ତାହା ବି ଆତ୍ମହତ୍ୟା କରି ଏହା ପୂରା ଫିଲ୍ମ ଜଗତ ସହ ତାଙ୍କର ପ୍ରଶଂସକଙ୍କୁ ସ୍ତବ୍ଧ କରିଛି ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଯେ କାହିଁକି ସୁଶାନ୍ତ ସିଂ ଆତ୍ମହତ୍ୟା କଲେ । ଏମିତି କେଉଁ କାରଣ ଥିଲା ଯେଉଁଥିପାଇଁ ସେ ଗତକିଛି ମାସ ହେବ ଡିପ୍ରେସ ଥିଲେ । ଏମିତି କି ସୁଶାନ୍ତଙ୍କ ଆତ୍ୟହତ୍ୟାକୁ ତାଙ୍କ ପରିବାର ଲୋକ ବି ବିଶ୍ବାସ କରିପାରୁନାହାନ୍ତି ।