Categories: ବାଣିଜ୍ୟ

ଆଦାନୀ ସୌରଶକ୍ତିର ସର୍ବଶ୍ରେଷ୍ଠ ପିଭିଏଲ୍‌ ଯୋଗ୍ୟତା ହାସଲ

ନୂଆଦିଲ୍ଲୀ, ୧୧।୬:ଆଦାନୀ ସୌରଶକ୍ତି ବିଶ୍ୱର ଅଗ୍ରଗଣ୍ୟ ପିଭିଏଲ ଗବେଷଣା ଗାର (ଆମେରିକା) ଦ୍ୱାରା ଦ୍ୱିତୀୟଥର ସର୍ବଶ୍ରେଷ୍ଠ ଯୋଗ୍ୟତା ହାସଲ କରିପାରିଛିା ପିଭିଏଲ ୫ମ ବାର୍ଷିକ ସଂସ୍କରଣରେ ପିଭି ମୋଡୁଲ ଉତ୍ପାଦ ମାନ ଯୋଗ୍ୟତା ପରୀକ୍ଷାରେ ଆଦାନୀ ସବୁଠାରୁ ସର୍ବଶ୍ରେଷ୍ଠ ମାନ ପ୍ରଦାନ ଓ ଉତ୍ପାଦନ କାରୀ ସଂସ୍ଥା ରୂପେ ପରିଗଣିତ ହୋଇପାରିଛି। ଆଦାନୀ ସୌରଶକ୍ତିର ଉତ୍ପାଦ ଗୁଡିକ ନ୍ୟୁନତମ ଶକ୍ତି ଖର୍ଚ୍ଚରେ ଅଧିକ ସେବା ଯୋଗାଇ ଦେବାରେ ସକ୍ଷମ, ବିଶ୍ୱରେ ଏକ ଅଦ୍ୱିତୀୟ ସଂସ୍ଥା ରୂପେ ସ୍ବୀକୃତି ଲାଭ କରିଛି।

Share