ଆନ୍ଧ୍ର ପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ

ହାଇଦ୍ରାବାଦ,୩।୪: ଆନ୍ଧ୍ରପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମାର୍ଚ୍ଚ ୩୦ରେ ଜଣେ ୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ କରୋନାରେ ପୀଡ଼ିତ ଥିବା କୁହାଯାଉଛି। ଏହାସହ ଉକ୍ତ ବ୍ୟକ୍ତି ଜଣକ ଡାଇବେଟିସ୍‌ ଓ ହୃଦରୋଗରେ ମଧ୍ୟ ପୀଡ଼ିତ ଥିଲେ। ଉକ୍ତ ବ୍ୟକ୍ତିଙ୍କ ପୁଅ ଦିଲ୍ଲୀ ଗସ୍ତ କରିଥିବା ବେଳେ ମାର୍ଚ୍ଚ ୧୭ରେ ବିଜୟଓ୍ବାଡା ଫେରିଥିଲେ। ସେ ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି।

Share