Categories: ଜାତୀୟ

ଆଫ୍ରିକାନ୍‌ ସ୍ବାଇନ୍‌ ଫିଭରରେ ମଲେଣି ୧୫ ହଜାର ଘୁଷୁରି

ଗୁଆହାଟୀ,୧୫।୫: ଆସାମରେ ଦେଖାଦେଇଛି ଆଫ୍ରିକାନ୍‌ ସ୍ବାଇନ୍‌ ଫିଭର(ଏଏସ୍‌ଏଫ୍‌)। ଏଥିରେ ୧୫ ହଜାର ଘୁଷୁରି ମଲେଣି। ୩୩ ଜିଲାରୁ ୧୦ ଜିଲାରେ ଏହି ରୋଗ ମାଡ଼ିଚାଲିଛି। ଏହାର ନିରାକରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। କେନ୍ଦ୍ର ସମସ୍ତ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିବା ରାଜ୍ୟ କୃଷି ଓ ପଶୁପାଳନ ମନ୍ତ୍ରୀ ଅତୁଲ ବୋରା କହିଛନ୍ତି।

Share