Advertisement

ଆମେରିକା-ତାଲିବାନ ଶାନ୍ତି ଆଲୋଚନା: ଆତଙ୍କବାଦୀ ଆକ୍ରମଣରେ ୧୦ ପୋଲିସ କର୍ମୀ ନିହତ

କାବୁଲ୍‌,୩୧।୮: ଆମେରିକା-ତାଲିବାନ ଶାନ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ଥିବାବେଳେ ଶନିବାର ଆତଙ୍କବାଦୀ ଆକ୍ରମଣରେ ୧୦ ପୋଲିସ କର୍ମୀ ନିହତ ହୋଇଛନ୍ତି। ତାଲିବାନ୍‌ ଆତଙ୍କବାଦୀ ଉତ୍ତର ଆଫଗାନିସ୍ତାନର କୁଣ୍ଡୁଜ୍‌ ସହର ଉପରେ ଆକ୍ରମଣ କରିଛନ୍ତି। ଶୁକ୍ରବାର ରାତିରୁ ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହାର ପ୍ରଭାବ ଶାନ୍ତି ଆଲୋଚନା ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share