Categories: Video

ଆମେ ଘରେ ରହି ରଜ ପାଳନ କରୁଛୁ

କୋଭିଡ-୧୯ ମହାମାରୀ ଯୋଗୁଁ ଏଥର ଓଡ଼ିଶାରେ ଫିକା ପଡିଛି ରଜ ଉତ୍ସବ । ଏହି ସମୟରେ ସବୁ ଘରେ ରହି ରଜ ପାଳନ କରୁଛନ୍ତି । ଓଡ଼ିଶା ବାହାରେ ଥିବା ପ୍ରବାସୀ ମାନେ କିଭଳି ରଜ ଉତ୍ସବକୁ ପାଳନ କରୁଛନ୍ତି ଦେଖନ୍ତୁ ଏହି ଭିଡ଼ିଓରେ…