Categories: ଜାତୀୟ

ଆମ ଯବାନ ଶହୀଦ ହେଉଛନ୍ତି, ସେପଟେ ପ୍ରଧାନମନ୍ତ୍ରୀ କରୁଛନ୍ତି ଜେଟ୍‌ ବିମାନ ଟ୍ରାଏଲ: ଓଓ୍ବାଇସି

ନୂଆଦିଲ୍ଲୀ,୨୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଜସ୍‌ ବିମାନ ଟ୍ରାଏଲ୍‌ କରିବାକୁ ନେଇ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଓଓ୍ବାଇସି ତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗୋଟିଏ ପଟେ ଆମ ଯବାନ ଶହୀଦ ହେଉଛନ୍ତି, ଅନ୍ୟପଟେ ପ୍ରଧାନମନ୍ତ୍ରୀ ଜେଟ୍‌ ବିମାନ ଟ୍ରାଏଲ କରୁଛନ୍ତି।

Share