Advertisement

ଆରମ୍ଭ ହେଲା ନବରାତ୍ରି: ଜାଣନ୍ତୁ ଏହି ଦିନଗୁଡ଼ିକରେ କ’ଣ ଖାଇବା ଉଚିତ; କେଉଁଟି ନୁହେଁ

ରବିବାରଠାରୁ ଆରମ୍ଭ ହୋଇଛି ନବରାତ୍ରି। ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଏହି ନବ ଦିନାତ୍ମକ ଯାତ୍ରା ଅବସରରେ ଭକ୍ତମାନେ ଉପବାସ କରିଥା’ନ୍ତି। ତେବେ ବ୍ରତ ରଖୁଥିବା ସମୟରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। କାରଣ ଏଥିରେ ଅନେକ ବାରଣ ରହିଥାଏ। ଜାଣନ୍ତୁ ସେ ସମ୍ପର୍କରେ…

– ଏହି ଦିନଗୁଡ଼ିକରେ ବିଭିନ୍ନ ଫଳ, ସାଗୁସାନା ଓ ଖିରି ଖାଇପାରିବେ।

– ମସଲା: ଏହି ଦିନରେ ବିଭିନ୍ନ ମସଲାଜାତୀୟ ଖାଦ୍ୟଠାରୁ ଦୂରେଇ ରହିବା ସହ କେବଳ ଲୁଣ, ଜୁଆଣି, ଗୋଲମରିଚକୁ ମସଲା ରୂପେ ବ୍ୟବହାର କରିପାରିବେ।

– ତେଲ: ଏହି ଅସୟରେ ରିଫାଇନ୍‌ ତେଲ ଖାଇବା ଉଚିତ ନୁହେଁ। ଏହା ବଦଳରେ ଆପଣ ଦେଶୀ ଘିଅ ବ୍ୟବହାର କରିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel