Categories: ଜାତୀୟ

ଆରେ ପ୍ରଦର୍ଶନକାରୀଙ୍କୁ ଆଶ୍ୱସ୍ତି: ସରକାର ଫେରାଇ ନେଲେ ସମସ୍ତ ମାମଲା

ମୁମ୍ବାଇ,୧୧ ।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର କହିଛନ୍ତି ଆରେରେ ପ୍ରସ୍ତାବିତ ମେଟ୍ରୋ କାର୍ ସେଡ୍ ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ବିରୋଧରେ ଯେିଁ ମାମଲା ଦାୟର କରାଯାଇଥିଲା ତାହାକୁ ସରକାର ଫେରାଇ ନେଇଛନ୍ତି । ସେ କହିଛନ୍ତି ଆମେ ସେହିମାନଙ୍କ ମାମଲାକୁ ଫେରାଇ ନେଇଛୁ ଯେଉଁମାନେ ଆରେରେ ପ୍ରସ୍ତାବିତ ମେଟ୍ରୋ କାର୍ ସେଡ୍‌କୁ ବିରୋଧ କରୁଥିଲେ । ସୂଚନାଯୋଗ୍ୟ, ପ୍ରସ୍ତାବିତ ମେଟ୍ରୋ କାର୍ ସେଡ୍‌କୁ ଆରେରୁ କଞ୍ଜୁର ମାର୍ଗକୁ ସ୍ଥାନାନ୍ତର କରାଯାଇଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ।

Share