ଆଳିରେ ପ୍ରତାପ ଦେବ ୧୦,୬୯୦ ଭୋଟରେ ଆଗୁଆ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)- ଆଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ୧୦,୬୯୦ ଭୋଟରେ ଆଗୁଆ ଅଛନ୍ତି। ୧୨ ରାଉଣ୍ଡ ଭୋଟ ଗଣତି ପରେ ପ୍ରତାପ ଦେବ ୨୦,୮୯୩ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ୧୦,୧୭୩ ଭୋଟ ପାଇଛନ୍ତି।