ଆଳିରେ ବିଜେଡି ୧୨୫୧ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- ଆଳି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କଠାରୁ ୧୨୫୧ ଭୋଟରେ ଆଗୁଆ। ଦେବେନ୍ଦ୍ର ଶର୍ମା ୭୮୫ ଭୋଟ ପାଇଥିବା ବେଳେ ପ୍ରତାପ ଦେବ ୨୦୩୬ ଭୋଟ ପାଇଛନ୍ତି।