ଆସନ୍ତା ସପ୍ତାହରୁ ଆଇଏଲ୍‌ଏସ୍‌ରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର,୮।୪(ବ୍ୟୁରୋ): ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ(ଆଇଏଲ୍‌ଏସ୍‌)ରେ କରୋନା ଟେଷ୍ଟ କରାଯିବ। ଏନେଇ ଅନୁମତି ମିଳିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରୁ କରୋନା ଟେଷ୍ଟ କରାଯିବା ନେଇ ସେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ ଯୋଗେ ଏହି ସୂଚନା ଦିଆଯାଇଛି। ତେବେ ପୂର୍ବରୁ ଏସ୍‌ସିବି, ଏମ୍‌ସ ଏବଂ ଆର୍‌ଏମ୍‌ଆର୍‌ସିରେ ଏହି ଟେଷ୍ଟ ହୋଇ ଆସୁଛି।

Share