A vector illustration of a person posting a voting card into a ballot box. The caucasian hand comes in from the top left, the blank card is being placed into a grey ballot box. The box is casting a shadow towards the bottom left of the image. The background is light blue
ଆସିକା,୧୮ା୪(ଡି.ଏନ.ଏ.): ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ସମୁଦାୟ ୨୦୯ ବୁଥ୍ରେ ନିର୍ବାଚନ ଶୃଙ୍ଖଳାର ସହ ଚାଲିଛି । ପ୍ରଥମ ୨ ଘଣ୍ଟା ମଧ୍ୟରେ ମତଦାନ ହାର ଆଶାନୁରୂପ ରହି ନ ଥିଲା ବେଳେ ପରବର୍ତ୍ତୀ ଅବସ୍ଥାରେ ମତଦାତାଙ୍କ ହାର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ତେବେ ବିଭିନ୍ନ ସ୍ଥାନରେ ଇଭିଏମ୍ରେ ତୃଟି ଯୋଗୁ ଘଣ୍ଟା ଘଣ୍ଟା ଧରି ମତଦାନ ବ୍ୟାହତ ହୋଇଥିବା ଖବର ମିଳିଛି। ଆସିକା ଏନଏସିର୧୫୮ ତୋଟାସାହି ବୁଥ୍, ୧୫୫ ନମ୍ବର ବୁଥ୍ ଓ ଟାଇଲ ଶିଳ୍ପ ପ୍ରାଥମିକ ବିଦ୍ୟାଳୟ ବୁଥରେ ଇଭିଏମ୍ରେ ତୃଟି ଯୋଗୁ କିଛି ସମୟ ପାଇଁ ମତଦାନ ବ୍ୟାହତ ହୋଇଥିବା ଜଣାଯାଇଛି।