Categories: Video

ଆସିବେ ପ୍ରବାସୀ, ବିଏମସି କରିଛି କ୍ୱାରାଣ୍ଟାଇନ ବ୍ୟବସ୍ଥା

ରାଜ୍ୟ ବାହାରୁ ଫେରୁଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ । ଏଥିପାଇଁ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜଧାନୀ ଭୁବନେଶ୍ୱରକୁ ଫେରିବାକୁ ଥିବା ପ୍ରବାସୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫ହଜାରରୁ ଅଧିକ ଲୋକେ ବିଏମସି ନିକଟରେ ପଂଜିକୃତ କରିସାରିଛନ୍ତି । ଇତି ମଧ୍ୟରେ ଦେଶର ସର୍ବାଧିକ ସଂକ୍ରମଣ ରାଜ୍ୟରୁ ଓଡ଼ିଆ ମାନେ ଘରକୁ ଫେରିବାର କାର୍ଯ୍ୟକ୍ରମକ ଆରମ୍ଭ ହୋଇଛି ।