ଇଡେନ୍ ରେ ଫିଲ୍ମ ପ୍ରମୋଶନ କରିବେ ରାଣୀ

ଭାରତ ଏବଂ ବାଲାଂଦେଶ ମଧ୍ୟରେ  ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ ଷ୍ଚାଡିୟମରେ ଖେଳାଯାଉଛି ।ଏହି ମ୍ୟାଚକୁ ଦେଖିବାପାଇଁ ଷ୍ଟାଡିୟମରେ ଅନେକ ସେଲିବ୍ରିଟି ଉପସ୍ଥିତ ଅଛନ୍ତି ।

ଅଭିନେତ୍ରୀ ରାଣୀ ମୁଖାର୍ଜୀ ନିଜ ଆଗାମୀ ଫିଲ୍ମ “ମର୍ଦ୍ଦାନୀ-2” ର ପ୍ରମୋଶନ ପାଇଁ ଷ୍ଟାଡିୟମରେ  ପହଞ୍ଚିଛନ୍ତି ।

Share