ଇରାକ୍‌-ସିରିଆରେ ଅଛନ୍ତି ୧୮ ହଜାର ଆଇଏସ୍‌ ଆତଙ୍କବାଦୀ: ଆମେରିକା

ଓ୍ବାଶିଂଟନ,୭।୮: ଇରାକ୍‌-ସିରିଆରେ ୧୮ ହଜାର ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ରହିଥିବା ଆମେରିକା କହିଛି। ସେମାନଙ୍କ ମଧ୍ୟରେ ୩ ହଜାର ବିଦେଶୀ ଆତଙ୍କବାଦୀ ମଧ୍ୟ ରହିଛନ୍ତି ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଗତ ସପ୍ତାହରେ ସିରିଆରେ ଥିବା ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଜେମ୍ସ୍‌ ଜେଫରେ ସୂଚନା ଦେଇଥିଲେ ଯେ, ଇରାକ୍‌-ସିରିଆରେ ୧୫ ହଜାରରୁ ଅଧିକ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ରହିଛନ୍ତି।

Share