Categories: ଫୁରସତ

ଉଚ୍ଚ ରକ୍ତଚାପରୁ ଦୂରେଇ ରଖେ ଏହି ଫଳର ରସ…

ସପୁରିର ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଭିଟାମିନ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍‌ -ସି  ରହିଛି। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ। ସପ୍ତାହରେ ୨-୩ଥର ସପୁରି ରସ ପିଇଲେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳେ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି। ଏହା କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ। ଫଳରେ ରକ୍ତସଞ୍ଚାଳନ ସ୍ବାଭାବିକ ଭାବେ ହୋଇଥାଏ। ଏହା ହାର୍ଟ ଆଟାକ୍‌ ତଥା କିଡ୍‌ନୀ ସମସ୍ୟାରେ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ।

Share