ସୋୟାବିନରେ କାର୍ବୋହାଇଡ୍ରେଟ୍, କ୍ୟାଲସିୟମ, ଆଇରନ୍ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସହାୟକ ହୁଏ। ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀମାନେ ପ୍ରତିଦିନ ସୋୟାବିନ ଖାଆନ୍ତୁ। ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହେ। ଗର୍ଭବତୀ ମହିଳାଙ୍କ ପାଇଁ ସୋୟାବିତ୍ ଅତ୍ୟନ୍ତ ସାବ୍ୟସ୍ତ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ସୋୟାବିନ ଉପଯୋଗୀ। ଏହାସହ ପେଟ ସମସ୍ୟ, ହୃଦ ସମସ୍ୟା ଥିଲେ ପ୍ରତିଦିନ ସୋୟାବିନ୍ ଖାଆନ୍ତୁ।