ଉଡାନ-୪ ଯୋଜନାରେ ସାମିଲ ହେବ ଓଡ଼ିଶାର ୩ ଏୟାରପୋର୍ଟ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଉଡାନ-୪ ଯୋଜନାରେ ରାଜ୍ୟର ୩ ଏୟାରପୋର୍ଟ ସାମିଲ ହେବ। ଜୟପୁର, ରାଉରକେଲା ଏବଂ ଉତ୍କେଲା ଏୟାରପୋର୍ଟ ଏହି ଯୋଜନାରେ ସାମିଲ ହେବା ନେଇ ମୁଖ୍ୟ ସଚିବଙ୍କ ସହ କେନ୍ଦ୍ର ବିମାନ ଚଳାଚଳ ସଚିବଙ୍କ ମିଟିଂ ନିଷ୍ପତ୍ତି ହୋଇଛି। ତେବେ ପୂର୍ବରୁ ପୂର୍ବରୁ ଝାରସୁଗୁଡ଼ା ବିମାନ ବନ୍ଦର ଉଡ଼ାନ ଯୋଜନାରେ ସାମିଲ ହୋଇଛି।

Share