ଉପକାରୀ ଧନିଆ

ଧନିଆରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଜାଣନ୍ତୁ ସେ ସମ୍ପର୍କରେ…

ପ୍ରଚୁର ପରିମାଣରେ ଭିଟାମିନ୍‌ ‘ଏ’ ଏବଂ ଫସ୍‌ଫରସ୍‌ ଭରି ରହିଛି।

ନିୟମିତ ଖାଇଲେ ତାହା ଦୃଷ୍ଟିଶକ୍ତିକୁ ଆହୁରି ଦୃଢ଼ ରଖିଥାଏ।

ସମସ୍ୟା ଦୂର କରିବାରେ ଏହା ଅନେକାଂଶରେ ସହାୟକ ହୋଇଥାଏ।

ଆଇରନ ଭରି ରହିଛି। ଏହାକୁ ଖାଇଲେ ତାହା ଶରୀରର ରକ୍ତ ପରିମାଣକୁ ଠିକ୍‌ ରଖିଥାଏ।
ରୋଗୀଙ୍କ ପାଇଁ ଧନିଆ ବେଶ୍‌ ଲାଭଦାୟକ।

ସନ୍ତୁଳିତ ରଖିବାରେ ଧନିଆ ଅନେକାଂଶରେ ସହାୟକ ହୋଇଥାଏ।