ଏକ ଛତ୍ରବାଦୀ ଶାସକ କିମ୍‌ କଲେ ଉତ୍ତରକୋରିଆ ସମ୍ବିଧାନ ସଂଶୋଧନ: ହେଲେ ଦେଶର ସର୍ବୋଚ୍ଚ ଅଧିକାରୀ

ପୋୟାଙ୍ଗ୍‌ୟାଙ୍ଗ୍‌,୧୧।୭: ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌-ଉନ୍‌ ଗୁରୁବାର ଦେଶର ସମ୍ବିଧାନ ସଂଶୋଧନ କରିଛନ୍ତି। ଏହାଦ୍ୱାରା କିମ୍‌ ଦେଶର ସର୍ବୋଚ୍ଚ ଅଧିକାରୀ ଭାବେ ଏବେ କାର୍ଯ୍ୟ କରିବେ। ବର୍ତ୍ତମାନ ସୁଦ୍ଧା କିମ୍‌ ଷ୍ଟେଟ୍‌ ଆଫେୟାରର୍ସ କମିଶନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତେବେ ସମ୍ବିଧାନ ସଂଶୋଧନ ଦ୍ୱାରା କିମ୍‌ଙ୍କ ହାତରେ ଅଖଣ୍ଡ କ୍ଷମତା ରହିବ ବୋଲି କୁହାଯାଉଛି।

Share