Categories: ଫୁରସତ

ଏଠି ମହିଳା ନୁହେଁ କିଶୋର କରନ୍ତି ଦେହ ବ୍ୟବସାୟ

ମହିଳାମାନେ ଦେହ ବ୍ୟବସାୟ କରିବା କଥା ସାଧାରଣ ଘଟଣା। ହେଲେ ଆଫଗାନିସ୍ତାନରେ କିଶୋରମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଇଥାଏ। ୧୨ ବର୍ଷ ବୟସରେ ଏମାନଙ୍କୁ ଅପହଣ କରି ନିଆଯାଏ। ତା’ପରେ ଏମାନେ ବିଭିନ୍ନ ବାର୍‌ରେ କରିଥାଆନ୍ତି ଦେହ ବ୍ୟବସାୟ। ବାର୍‌କୁ ଆସୁଥିବା ପୁରୁଷମାନଙ୍କ ସାମ୍ନାରେ ଏମାନେ ମହିଳା ପୋଷାକରେ ପ୍ରଥମେ ନାଚଗୀତ କରିଥାଆନ୍ତି। ଏହାପରେ ପୁରୁଷମାନଙ୍କ ଯୌନ ଲାଳସା ମେଣ୍ଟାଇବା ପାଇଁ ବାର୍‌ ମାଲିକ ଏହି କିଶୋରମାନଙ୍କୁ ଦେହ ବ୍ୟବସାୟରେ ଲଗାଉଥିବା କୁହାଯାଏ। ବହୁ ବର୍ଷ ହେଲା ସେଠାରେ ଏହି ବ୍ୟବସାୟ ଚାଲି ଆସୁଥିବା ବେଳେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରୁ ନ ଥିବା କୁହାଯାଏ।

Share