Advertisement

ଏଥର ପୂଜା ପାଇଲେ ସୁନା ଗଣେଶ

ମୁମ୍ବାଇ,୨।୯: ମହାରାଷ୍ଟ୍ରରେ ପ୍ରାୟ ୧୦ ଦିନ ଧରି ଗଣେଶ ଚତୁର୍ଥୀ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ ବିଭିନ୍ନ ମଣ୍ଡପରେ ଗଣେଶଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ। ଏଥର ମୁଟୁଙ୍ଗାରେ ଜିଏସ୍‌ବି ସେବା ମଣ୍ଡଳ ଦ୍ୱାରା ପ୍ରସ୍ତୁତ ସୁନାର ଗଣେଶ ପୂଜା ପାଇଛନ୍ତି। ସୁନା ସହ ବିଭିନ୍ନ ଦାମୀ ପଥରରେ ଏହି ଗଣେଶ ଶୋଭା ପାଉଛନ୍ତି। ଏହି ସୁନା ଗଣେଶଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share