Categories: Video

ଏବର୍ଷ ରଥଯାତ୍ରା ବନ୍ଦ

ଚଳିତ ବର୍ଷ ରଥଯାତ୍ରା ବନ୍ଦ । ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ ଦେଉଳରୁ ଓହ୍ଲାଇ ଆସିବେନି ମହାପ୍ରଭୁ । ଘୋଷଯାତ୍ରାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତାକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ରାୟ ଶୁଣାଇଥିବା କହିଛନ୍ତି ।