Posted inଫୁରସତ

ଏମିତି ମନ୍ଦିର ଯେଉଁଠି ଦେବୀ ମାତାଙ୍କୁ ଅର୍ପଣ କରାଯାଏ ଚପଲ ମାଳ…

ଭାରତର ବିଭିନ୍ନ ମନ୍ଦିରରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। କେଉଁଠି ଦେବୀ ଦେବତାଙ୍କୁ ଫୁଲ ତଥା ବିଭିନ୍ନ ନୈବେଦ୍ୟ ଅର୍ପଣ କରାଯାଉଥିବାବେଳେ ଅନ୍ୟ କେଉଁଠି ଭିନ୍ନ ଭିନ୍ନ ପଦାର୍ଥ ଅର୍ପଣ କରାଯାଏ। କର୍ନାଟକ ଗୁଲବର୍ଗ ଜିଲାର ଆଳନ୍ଦ ତହସିଲ୍‌ର ଗୋଲା ଗାଁରେ ରହିଛି ଲକମ୍ମା ଦେବୀଙ୍କ ମନ୍ଦିର। ଏଠାରେ ଶ୍ରଦ୍ଧାଳୁ ମାନସିକ ପୂରଣ ପାଇଁ ଚପଲ ମାଳ ଅର୍ପଣ କରିଥାନ୍ତି। ଦୀପାବଳୀ ପରେ ପଡୁଥିବା ଶୁକ୍ଳ ପଞ୍ଚମୀରେ ଏଠାରେ ବଡ଼ ମେଳା ବସେ। ଦେଶ ବିଦେଶରୁ ଶ୍ରଦ୍ଧାଳୁ ମେଳାରେ ଯୋଗ ଦିଅନ୍ତି। ଅର୍ପଣ କରାଯାଇଥିବା ଚପଲ ମାତା ରାତିରେ ପିନ୍ଧି ବୁଲିବା ସହିତ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଅତି ପ୍ରାଚୀନ କାଳରୁ ଏଠାରେ ଏହି ପରମ୍ପରା ପ୍ରଚଳିତ ହେଉଥିବା ଲୋକେ କୁହନ୍ତି। ଏଠାରେ ଉଭୟ ହିନ୍ଦୁ ମୁସଲମାନ୍‌ ସମ୍ପ୍ରଦାୟ ଦେବୀ ମାତାଙ୍କୁ ପୂଜା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅଧିକ ବର୍ଷ ବଞ୍ଚନ୍ତି ଏହି ଲୋକେ

କିଛି ଗବେଷଣାରୁ ଜଣାପଡ଼ିଛି ଯେ,ଜାପାନର ଲୋକେ ଦୀର୍ଘ ବର୍ଷ ବଞ୍ଚନ୍ତି।ସେମାନଙ୍କ ଦୀର୍ଘାୟୁ ହେବା ପଛରକାରଣ କ’ଣ ଜାଣନ୍ତୁ ସେ ସମ୍ପର୍କରେ… ଜାପାନର ଲୋକଙ୍କୁ ଦେଖି ସେମାନଙ୍କ...

ଏମିତି ଡାଇନିଂ ଦେଖିଲେ

ଏହି ବଡ଼ ମସୃଣ ଅଣ୍ଡାକୃତିର ଜିନିଷଟିକୁ ଦେଖି ଭାବୁଥିବେ ଏତେ ବଡ଼ ଅଣ୍ଡା ପୁଣି କେଉଁଠୁ ଆସିଲା? ତେବେ ପ୍ରକୃତରେ ଏହା ଅଣ୍ଡା ନୁହେଁ, ବରଂ...

ଫୋନ ବ୍ୟବହାରକାରୀ ସାବଧାନ, ବାବା ଭେଙ୍ଗା କଲେ ଏମିତି ଭବିଷ୍ୟବାଣୀ

ନୂଆଦିଲ୍ଲୀ: ବାବା ଭେଙ୍ଗା ଅନେକ ପ୍ରକାରର ଭବିଷ୍ୟବାଣୀ କରିବା ସମସ୍ତେ ଜାଣନ୍ତି। ତାଙ୍କ ମୃତ୍ୟୁ ପୂର୍ବରୁ, ବାବା ଏପରି ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ଆଜିର...

Shocking News: ବିନା ବେକରେ ଦେଢ଼ ବର୍ଷ ଯାଏ ବଞ୍ଚିଲା କୁକୁଡ଼ା, ଚମତ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ଯଦି କାହାର ବେକ କଟିଯାଏ, ତେବେ ସେ କ’ଣ ବଞ୍ଚିପାରିବ? ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ହେବ – ନା। ହେଲେ ଆମେ ଆପଣଙ୍କୁ ଏପରି...

ପ୍ରଥମ ଦରମା ବୋଉକୁ ଦେଇଥିଲି

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ନୂଆପଡ଼ା ଗାଁର ଏକ ପାଇକ ପରିବାରରେ ମୋ ଜନ୍ମ। ମୁଁ  ଘରର ପ୍ରଥମ ସନ୍ତାନ। ଗାଁଟି ନିପଟ...

କ’ଣ ପାଓ୍ବାର ବ୍ୟାଙ୍କ୍‌ ବ୍ୟବହାର କରିବା ଦ୍ୱାରା ଫୋନ ଖରାପ ହୋଇଯାଏ? ଜାଣନ୍ତୁ…

ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ଚାର୍ଜିଂ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ସ୍ମାର୍ଟଫୋନ ଚାର୍ଜ କରିବା ପାଇଁ ପାୱାର ବ୍ୟାଙ୍କର...

Baba Vanga Prediction: ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏହି ୩ରାଶିର ଲୋକ ହେବେ କୋଟିପତି!

ବାବା ଭେଙ୍ଗା ୩ଟି ରାଶି ବିଷୟରେ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଦୁନିଆରେ ଏକରୁ ଅଧିକ ପ୍ରସିଦ୍ଧ ଭବିଷ୍ୟବକ୍ତା ଥିଲେ, ଯାହାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି।...

Air Cooler: କୁଲର୍‌ କେତେ ପ୍ରକାରର? ଏବେ କିଣିବାକୁ ଭାବୁଥିଲେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି । ଦିନକୁ ଦିନ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ଯୋଗୁ ଘରେ କୁଲର ଏବଂ ଏସି ଆରମ୍ଭ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image