Categories: ବାଣିଜ୍ୟ

ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକଙ୍କ ମଜୁରି ବଢ଼ିଲା

ନୂଆଦିଲ୍ଲୀ,୨୧।୪: ବର୍ତ୍ତମାନ କୋଭିଡ୍‌-୧୯ ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସୋମବାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏ) ଅଧୀନରେ ଶ୍ରମିକଙ୍କ ମଜୁରିକୁ ୨୦ ଟଙ୍କା ବଢ଼ାଇଛନ୍ତି। ସୋମବାରଠାରୁ ଏହି ଶ୍ରମିକମାନେ କାମ କରିବାର ସୁବିଧା ପାଇପାରିବେ। ଏଥିଲାଗି କିଛି ସର୍ତ୍ତ ସରକାର ରଖିଛନ୍ତି।

Share