Categories: ବାଣିଜ୍ୟ

ଏଲ୍‌ଇଡି ଟିଭି କିଣିଲେ ପୁରସ୍କାର ଜିତିବାର ସୁଯୋଗ ଦେଉଛି ଏଲ୍‌ଜି

ଭୁବନେଶ୍ୱର,୭-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଓ୍ବିନ ଇଭ୍ରି ଆଓ୍ବାର ଓ୍ବିଥ ଏଲ୍‌ଜି ସମ୍ପର୍କରେ ଘୋଷଣା କରାଯାଇଛି। ଓ୍ବାର୍ଲଡ କପ୍‌ ଅଫର ଅନ୍ତର୍ଗତ ଏହାର ଶୁଭାରମ୍ଭ ହୋଇଛି। କମ୍ପାନୀର ଏଲ୍‌ଇଡି ଟିଭି କ୍ରୟ ଉପରେ ସାରା ଦେଶର ଗ୍ରାହକମାନେ ଘଣ୍ଟିକିଆ ଲକି ଡ୍ରରେ ଭାଗନେବାର ସୁଯୋଗ ପାଇପାରିବେ। ସେହିଭଳି ସାପ୍ତାହିକ ଲକି ଡ୍ରରେ ଗ୍ରାହକମାନେ ଅଂଶଗ୍ରହଣ କରି ଆକର୍ଷଣୀୟ ଉପହାର ଜିତିପାରିବେ। ଏହି ଅଫର ଅନ୍ତର୍ଗତ ରାଜ ଇଲେକଟ୍ରୋନିକ୍ସ ଯାଜପୁର ରୋଡରୁ ମିଷ୍ଟର ରଞ୍ଜନ କମ୍ପାନୀର ୩୨ ଇଞ୍ଚର ଏଲ୍‌ଇଡି କ୍ରୟ କରି ଏକ୍ସ ବୁମ୍‌ ଏଲ୍‌କେ ୭୧ ସାଉଣ୍ଡ ସିଷ୍ଟମ ଲାଭ କରିଛନ୍ତି।

Share