Advertisement

ଏସବୁ ମୋତିଆ ବିନ୍ଦୁରୁ ରଖେ ଦୂରେଇ…

ବୟସ ବଢ଼ିବା ସହିତ କେତେକଙ୍କଠାରେ ମୋତିଆ ବିନ୍ଦୁ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଉପାୟରେ ଏହି ସମସ୍ୟା ସହଜରେ ଦୂର ହୋଇପାରିଥାଏ। ନିୟମିତ ୭ଟି କଞ୍ଚା ଶାଗ ପତ୍ର ଚୋବାଇ ଖାଇଲେ ମୋତିଆ ବିନ୍ଦୁ .ହୋଇ ଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖଡ଼ା, କୋଶଳା ଶାଗ ଅପେକ୍ଷା ଲେଉଟିଆ ଶାଗ ଚୋବାଇ ଖାଇଲେ ଅଧିକ ସୁଫଳ ମିଳିଥାଏ। ସେହିପରି ଅଣ୍ଡା କେଶର ଖାଇଲେ ମଧ୍ୟ ସୁଫଳ ମିଳିଥାଏ। କନ୍ଦମୂଳ ଖାଇଲେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share