Posted inଜାତୀୟ

ଏସିଡ୍‌ ଆକ୍ରମଣରେ ୨୧ ଗୁରୁତର

ହାଜିପୁର, ୨୯ା୮(ପି.ଟି.): ବିହାରର ବୈଶାଳୀ ଜିଲା ଅନ୍ତର୍ଗତ ଦୌଡ଼ନଗର ଗ୍ରାମରେ ଘରୋଇ କଳିକୁ ନେଇ ଏସିଡ୍‌ ଆକ୍ରମଣ ହୋଇଛି। ଏଥିରେ ୩ ମହିଳାଙ୍କ ସମେତ ୨୧ ଜଣ ଆହତ ହୋଇଛନ୍ତି। ପିଲାକଳିକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ାରୁ ଏସିଡ୍‌ମାଡ଼ ହୋଇଥିବା ଏସ୍‌ଏଚ୍‌ଓ ବିନୋଦ ପ୍ରସାଦ କହିଛନ୍ତି। ଗୋଟିଏ ପରିବାର ଗହଣା ବ୍ୟବସାୟରେ ସମ୍ପୃକ୍ତ ଥିବାବେଳେ ଘରେ ଏସିଡ୍‌ ରଖିଥିଲେ। ଏହାକୁ କେତେକ ଲୋକ ଆଣି ଫିଙ୍ଗିବାରୁ ୨୧ ଲୋକ ଆହତ ହୋଇଥିଲେ। ଆହତଙ୍କୁ ହାଜିପୁରସ୍ଥିତ ସଦର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ଗିରଫ ପରେ ଜେରା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୟାନ ରେକର୍ଡ କରିବା ବାହାନାରେ ୩ବର୍ଷର ପୁଅ ଆଗରେ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର, କନଷ୍ଟେବଲ୍‌ ଗିରଫ

ଜୟପୁର(ରାଜସ୍ଥାନ),୧୧।୩: ଏକ ମାମଲାରେ ବୟାନ ରେକର୍ଡ କରିବା ବାହାନା ଦେଖାଇ ଜଣେ କନଷ୍ଟେବଲ୍‌ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରିଛନ୍ତି। ଏପରି କି ମହିଳାଙ୍କ ୩...

୬ ଘଣ୍ଟାରୁ କମ୍‌ ଶୋଉଛନ୍ତି ୫୯% ଭାରତୀୟ

ନୂଆଦିଲ୍ଲୀ, ୧୧ା୩: ଭାରତରେ ନିଦ୍ରା ଅଭାବ ଏକ ଗୁରୁତର ସମସ୍ୟାରେ ପରିଣତ ହେବାରେ ଲାଗିଛି। ଦେଶରେ ଲୋକଙ୍କର ଶୋଇବା ଅଭ୍ୟାସକୁ ବିଶ୍ଳେଷଣ କରି ପ୍ରମୁଖ କମ୍ୟୁନିଟି ସୋସିଆଲ...

ମ୍ୟାନ୍‌ମାର ସ୍କାମ୍‌ ସେଣ୍ଟରରୁ ମୁକ୍ତ ୩୦୦ ଭାରତୀୟ ଫେରିଲେ

ନୂଆଦିଲ୍ଲୀ,୧୦।୩: ମ୍ୟାନ୍‌ମାରର ସ୍କାମ୍‌ ସେଣ୍ଟରଗୁଡ଼ିକରୁ ମୁକ୍ତ ହୋଇଥିବା ପାଖାପାଖି ୩୦୦ ଭାରତୀୟଙ୍କୁ ସୋମବାର ବାୟୁସେନାର ସି-୧୭ ବିମାନ ଯୋଗେ ଫେରାଇ ଅଣାଯାଇଛି। ମୁଖ୍ୟତଃ ଚାଇନା ଅପରେଟରଙ୍କ...

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ପୁଣି ଡାଉନ୍‌, ପୋଷ୍ଟ ଆକ୍ସେସ କରିପାରୁନାହାଁନ୍ତି ହଜାର ହଜାର ଉପଭୋକ୍ତା

ନୂଆଦିଲ୍ଲୀ,୧୦।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହୋଇଯାଇଛି, ହଜାର ହଜାର ଉପଭୋକ୍ତା ପୋଷ୍ଟ ଆକ୍ସେସ କରିପାରୁନାହାଁନ୍ତି। ସୋମବାର ଏକ୍ସ ଦୁଇଥର ଡାଉନ୍‌ ହୋଇଛି।...

ଇଡି ଚଢାଉ ପରେ ଭୂପେଶ ବଘେଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ମୋ ଘରୁ…

ରାୟପୁର,୧୦।୩: ଛତିଶଗଡ଼ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନେ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନ...

ମଦ ଦୁର୍ନୀତି ମାମଲା: ଇଡି ସ୍କାନରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

ରାୟପୁର,୧୦।୩: ଛତିଶଗଡ଼ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲଙ୍କ...

ଭାରତରେ ଉପଲବ୍ଧ ପଦବୀ ଅପେକ୍ଷା ସରକାରୀ ଚାକିରିର ଚାହିଦା ବହୁତ ଅଧିକ; ଏପରି କରିବାକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୩: “ଭାରତରେ, ବାସ୍ତବତା ହେଉଛି ଯେ ଉପଲବ୍ଧ ଚାକିରି ଅପେକ୍ଷା ସରକାରୀ ଚାକିରି ଗ୍ରହଣକାରୀଙ୍କ ସଂଖ୍ୟା ବହୁତ ଅଧିକ,”। ଏକ ସିଭିଲ୍ ଇଞ୍ଜିନିୟର ପ୍ରତିଯୋଗିତାମୂଳକ ପରୀକ୍ଷାରେ...

ପ୍ରେମାନନ୍ଦ ମହାରାଜଙ୍କ ଭୟଙ୍କର ଭବିଷ୍ୟବାଣୀ: କହିଲେ କଳିଯୁଗରେ କ’ଣ ଘଟିବ, ଶୁଣିଲେ ଥରିଉଠିବେ…

ନୂଆଦିଲ୍ଲୀ,୧୦।୩: ପ୍ରେମାନନ୍ଦ ଜୀ ମହାରାଜଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ବୃନ୍ଦାବନର ପ୍ରସିଦ୍ଧ ସନ୍ଥଙ୍କୁ ଭେଟିବା ପାଇଁ ଦେଶ ଏବଂ ବିଦେଶରୁ ଲୋକମାନେ ଆସନ୍ତି। ଆଜିକାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri