ଏସ୍‌ସିବି ପୁନର୍ବିନ୍ୟାସ: ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର

କଟକ ଅଫିସ,୧୧।୨: ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର ହେବ। ଫେବୃୟାରୀ ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଶେଷ କରାଯିବ। ମନ୍ଦିର ଓ ମସ୍‌ଜିଦ୍‌ ଆଦି ଉଚ୍ଛେଦ ହେବ। ପର୍ଯ୍ୟାୟକ୍ରମେ ବସ୍ତି, ବାସଗୃହ ଓ ସରକାରୀ କ୍ୱାର୍ଟର୍ସ ଭଙ୍ଗାଯିବ। ମେଡିକାଲ କଲେଜ ପରିସରରେ ଥିବା ୧୩ କ୍ୱାର୍ଟର୍ସ ଭଙ୍ଗାଯିବ ବୋଲି ସୂଚନା ମିଳିଛି।

Share