Advertisement

ଏହି ଗାଁର ଅଧାରୁ ଅଧିକ ଲୋକଙ୍କ ପାଖରେ ରହିଛି ହେଲିକପ୍ଟର…

ଚାଇନାରେ ରହିଛି ଏପରି ଗାଁ ଯେଉଁଠି ସମସ୍ତେ କୋଟିପତି। ଏହାକୁ ‘ସୁପର ଭିଲେଜ’ କୁହାଯାଇଥାଏ। ଗାଁରେ ସବୁ ଲୋକଙ୍କ ପାଖରେ ଭଲ ଘର ଏବଂ ଗାଡି ଅଛି। ଗାଁର ଅଧାରୁ ଅଧିକ ଲୋକଙ୍କ ପାଖରେ ହେଲିକପ୍ଟର ରହିଛି। ଏହି ଗାଁ ଆଗରୁ ଏମିତି ଧନୀ ନ ଥିଲା। ଏଠାରେ ବାସ କରୁଥିବା ବୁ ରେନ୍‌ବୋ ଗାଁର ବିକାଶ କରାଇଥିଲେ। ସେ ଏକ କମ୍ପାନୀ ଗଠନ କରି ଏହା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ ଗାଁର ବିକାଶ ଦିଗରେ ଉଦ୍ୟମ କରିଥିଲେ। ଏବେ ଗାଁ ଲୋକେ ବିଭିନ୍ନ ଇସ୍ପାତ ଓ ଜାହାଜ କମ୍ପାନୀ ସହିତ କୋଟି କୋଟି ଟଙ୍କାର କାରବାର କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share