ଏହି ଦିନ ରିଲିଜ୍‌ ହେବ ମୋହନଲାଲଙ୍କ ଫିଲ୍ମ

ମୋହନଲାଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରାଟ୍ଟୁ ଫେବୃଆରୀ ୧୮ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏନେଇ ସୋମବାର ମାଲାୟାଲମ ସୁପରଷ୍ଟାର ଟୁଇଟ୍‌ରେ ଫିଲ୍ମର ଏକ ନୂଆ ପୋଷ୍ଟର ସହିତ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ବି ୟୁନିକୃଷ୍ଣଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ଏଥିରେ ଶ୍ରଦ୍ଧା ଶ୍ରୀନଥ, ରାମଚନ୍ଦ୍ର ରାଜୁ, ନେଡୁମୁଡି ଭେନୁ, ସିଦ୍ଦିକ, ମାଲାଭିକା ମେନନ ଏବଂ ସ୍ବାସିକା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Share