Categories: ଜାତୀୟ

ଏୟାର ମାର୍ଶଲ ଆର୍‌. କେ.ଏସ୍‌. ଭଦୋରିୟା ହେଲେ ନୂଆ ବାୟୁସେନା ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୦।୯: ଏୟାର ମାର୍ଶଲ ଆର୍‌. କେ.ଏସ୍‌. ଭଦୋରିୟା ନୂଆ ବାୟୁସେନା ଅଧ୍ୟକ୍ଷ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବି.ଏସ୍‌. ଧନୋଆଙ୍କ ଅବସର ଗ୍ରହଣ ପରେ ଭଦୋରିୟାଙ୍କୁ ଏହି ନିଯୁକ୍ତି ମିଳିଛି। ଧନୋଆ ଭଦୋରିୟାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ୨୦୧୬ ଡିସେମ୍ବର ୩୧ରେ ଧନୋଆ ଏହି ଦାୟିତ୍ୱ ଗ୍ରହଣ କରିଥିଲେ।

Share