Categories: Video

ଏ ପବନ ଦେଖି ଆମକୁ ଡର ଲାଗୁଛି

ସାରା ରାଜ୍ୟରେ ତାଣ୍ଡବ ରଚୁଛି ମହାବାତ୍ୟା ଅମ୍ଫନ । ଏହା ଏବେ ପାରାଦୀପଠାରୁ ୧୨୦ କିମି ଦୂରରେ ରହିଥିବା ବେଳେ ପବନର ବେଗ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଦେଖିବାକୁ ମିଳିଛି । ପୂର୍ବରୁ ଏହି ମହାବାତ୍ୟା ପଶ୍ଚିମବଙ୍ଗରେ ରାତିରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିବାର ଥିଲା । କିନ୍ତୁ ଏବେ ଏହା ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ଧାମରା ଓ ଆଖପାଖ ଅଞ୍ଚଳରେ କେମିତି ରହିଛି ଦୃଶ୍ୟ ଚାଲନ୍ତୁ ଦେଖିବା ଏହି ଭିଡିଓରେ ।