Advertisement

ଓଜନ କମାନ୍ତୁ ଏହି ଉପାୟରେ

ଦୁଇଟି ସାଧାରଣ ଉପାୟରେ ଧନିଆ ପତ୍ର ଉପଯୋଗ କରି ଓଜନ କମାଇପାରିବେ।
* ୧୦ରୁ ୨୦ଟି ଧନିଆ ପତ୍ର ରାତିରେ ପାଣିରେ ପକାଇ ସକାଳୁ ଛାଣି ସେହି ପାଣିକୁ ଖାଲି ପେଟରେ ପିଅନ୍ତୁ। ଏଥିରେ ଏକ ଟେବୁଲ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ଅଧିକ ଉପକାର ପାଇବେ।
* ୧୦ରୁ ୨୦ଟି ଧନିଆ ପତ୍ର ନେଇ ତାହାକୁ ଭଲ ଭାବରେ ଧୋଇ ବ୍ଲେଣ୍ଡ କରି ସେଥିରେ ଏକ ଟେବୁଲ ଚାମଚ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଅନ୍ତୁ। ପ୍ରତିଦିନ ସକାଳେ ଏହାକୁ ଖାଲି ପେଟରେ ପିଇଲେ ଅଧିକ ଲାଭ ମିଳିବ।
ଯଦି ଗର୍ଭବତୀ ଅଛନ୍ତି କିମ୍ବା ଗର୍ଭଧାରଣ କରିବାକୁ ଯୋଜନା କରିଛନ୍ତି ତେବେ ଏହାକୁ ପିଇବା ପୂର୍ବରୁ ଚିକିସତ୍କଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel