Categories: Video

ଓଡ଼ିଆ ନବବର୍ଷ, ଶୂନଶାନ୍ ମନ୍ଦିର | Lockdown mars Odia New Year festivities

ଆଜି ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତି । ଏଥିସହିତ ଓଡ଼ିଆ ନବ ବର୍ଷ ମଧ୍ୟ । କରୋନା ମୁକାବିଲା ପାଇଁ ଲକଡାଉନ ଚାଲିଥିବାରୁ କୌଣସି ମନ୍ଦିରରେ ଆଜି ଭକ୍ତଙ୍କ ଗହଳି ଦେଖିବାକୁ ମିଳିନାହିଁ । ହେଲେ ମନ୍ଦିରରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି ।