ଓଡ଼ିଶାରେ ବୃଦ୍ଧି ହେଲା ମେମୁ ଟ୍ରେନ୍‌ ସେବା: ଜାଣନ୍ତୁ..

ଭୁବନେଶ୍ୱର,୮।୨(ବ୍ୟୁରୋ): ଓଡ଼ିଶାରେ ବୃଦ୍ଧି ହେଲା ମେମୁ ଟ୍ରେନ୍‌ ସେବା। ଏ ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୧ରୁ ପୁରୀ-ଅନୁଗୋଳ-ପୁରୀ ମେମୁରେ ୧୬ଟି କୋଚ ରହିବ। ଏହା ଓଡ଼ିଶାରେ ସବୁଠାରୁ ଦୀର୍ଘ ହେବ। ସେହିଭଳି କେନ୍ଦୁଝର ପାସେଞ୍ଜର ଆସନ୍ତା ୧୨ରୁ ମେମୁକୁ ବଦଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Share