ପହିଲି ରଜରେ ରାଜଧାନୀରେ ବର୍ଷା
ପରସ୍ପରକୁ ପୋଡା ପିଠା ଖୁଆଇ ଦେଉଥିବା ଯୁବତୀ
କଟକ ବଳଭଦ୍ରପୁର ଅଂଚଳ ରେ ଅନୁଷ୍ଠିତ ରଜ ଉତ୍ସବ ସେଲ୍ଫି ନେଉଥିବା ଯୁବତୀ ମାନେ