ଓଡ଼ିଶା: ଆଜିର ଫଟୋ (୨ ଜୁନ, ୨୦୨୪)

ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବାକୁ ଥିବା ବେଳେ ରେଭେନ୍ଶା ୟୁନିଭରସିଟି ମହାନଦୀ କ୍ୟାମ୍ପସରେ ହୋଇଥିବା ଷ୍ଟ୍ରଙ୍ଗରୁମକୁ ଜଗିଥିବା ପୋଲିସ

ବ୍ରହ୍ମପୁର ସରକାରୀ ରେଳବାଇ ଥାନା ପଷରୁ ହୋଇଥିବା ଜଳଛତ୍ରରେ ପାଣି ନ ଥାଇ ମାଠିଆ ଗୁଡିକ ଭଂଗାରୁଜା ହୋଇ ପଡିଛିରହିଛି