ଓଡ଼ିଶା: ଆଜିର ଫଟୋ (୮ ମାର୍ଚ୍ଚ, ୨୦୨୪ )

ଶ୍ରୀ ଲୋକନାଥ ପୀଠରେ ଭକ୍ତଙ୍କ ଭିଡ

ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବପୀଠ ମାନଙ୍କ ରେ ଶ୍ରଦ୍ଧାଳୁଙ୍କ ଭିଡ ସହ କ୍ଷୀରା ଅଭିଷେକ ଓ ନାମ ସଂକୀର୍ତ୍ତନ

ବକ୍ସି ବଜାର ସ୍ଥିତ ଶ୍ରୀ ଅମରେଶ୍ବର ମନ୍ଦିର

 

ଚିନ୍ତାମଣେଶ୍ୱର ମନ୍ଦିରରେ ଜାଗର ପାଳନ କରାଯାଉଛି

ମହାଶିବରାତ୍ରି ଅବସରରେ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ