ଭୁବନେଶ୍ୱର,୨୨।୬(ବ୍ୟୁରୋ)-ରାୟଗଡା ଜିଲାର କାଶୀପୁର ଅଞ୍ଚଳରେ ସୋମବାର ଭମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୩.୬ ଥିବା ଆକଳନ କରାଯାଇଛି।
କିଛି ସମୟ ପାଇଁ ଜିଲାର କିଛି ଅଞ୍ଚଳ ଥରିଥିବା ଜଣାପଡ଼ିଛି। ଅପରାହ୍ନ ୪ଟା ୪୦ ମିନିଟରେ ଏହି ଭମିକମ୍ପ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି।