Categories: Video

ଓଡିଶାର ଗର୍ବ ଲିପିକା | Lipika, pride of Odisha

ମାଉଣ୍ଟ ଏଲବୃସ୍ ଶିଖରରେ ଚମକିଲେ ଓଡିଆ ଝିଅ ଲିପିକା । ବରଗଡ ଡାଲବ ଗାଁର ଲିପିକା ସେଠ୍ ୟୁରୋପ ମହାଦେଶ ତଥା ଋଷିଆର ସର୍ବୋଚ୍ଚ ଶୃଙ୍ଖ ମାଉଣ୍ଟ ଏଲବୃଶ୍ କୁ ସଫଳତାର ସହ ଆରୋହଣ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି । ତେବେ ତାଙ୍କ ସଫଳତା କେମିତି ଥିଲା ଦେଖନ୍ତୁ ଏହି ଭିଡିଓରେ…

 

From nondescript Dalaba village of Bargarh district to Europe’s highest peak Mount Elbrus in Russia, Odia girl Lipika Seth’s journey has been challenging and exciting. She has brought many laurels for the state in the process. Lipika recalls her journey in an exclusive interview with Dharitri Live.