ଓଡ଼ିଶା: ଆଜିର ଫଟୋ

ଲକଡାଉନ ୩.୦ରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ

 

କରୋନା ସଚେତନତା ପାଇଁ କଟକ ପୁରୀଘାଟ ନିକଟରେ ବୁଲୁଥିବା ଯାନ

 

ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଜାମ

 

ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ଠାରେ କେତେକ ପ୍ରବାସୀଙ୍କୁ ପୋଲିସ ପଞ୍ଜୀକରଣ କରାଉଛନ୍ତି

 

ଭୁବନେଶ୍ୱରର ରସୁଲଗଡ଼ ଛକରେ ହେଲମେଟ ଓ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରୁଛନ୍ତି

 

ସାବିତ୍ରୀ ବ୍ରତ ଲାଗି କଟକ ଛତ୍ରବଜାରରେ ଏକ ଟ୍ରକରୁ ସପୁରି ଖଲାସ କରାଯାଉଛି

 

ରାଜଧାନୀ ଉପକଣ୍ଠ ଧଉଳିଠାରେ କୃଷ୍ଣଚୂଡ଼ା ଫୁଲର ଦୃଶ୍ୟ