Categories: ଖେଳ

ଓ୍ବେଷ୍ଟଇଣ୍ଡିଜ ଆଗରେ ୨୮୮ ରନ୍‌ର ବିଜୟ ଲକ୍ଷ୍ୟ

ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୮୭ ରନ୍‌ କରିଛି। ଫଳରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଆଗରେ ୨୮୮ ରନ୍‌ର ବିଜୟ ରହିଛି। ଭାରତୀୟ ଦଳ ପାଇଁ ରିଷଭ ପନ୍ତ ୭୧ ଓ ଶ୍ରେୟାସ ଆୟର ୭୦ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଦାର ଯାଦବ ୪୦ ଓ ରୋହିତ ଶର୍ମା ୩୬ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ଦଳ ପାଇଁ ଶେଲ୍ଡନ କଟ୍ଟ୍ରେଲ, କିମୋ ପଲ ଓ ଆଲଜେରି ଜୋଶେଫ ୨ ଲେଖାଏ ଉଇକେଟ ହାତେଇଛନ୍ତି।

Share