ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୫, ୨୦୨୧)

ଭୁବନେଶ୍ୱରରେ ସପ୍ତାହନ୍ତ ବନ୍ଦ ର ଦୃଶ୍ୟ

ଭୁବନେଶ୍ୱରରେ ପ୍ରବଳ ଉତ୍ତାପ ଫଳରେ ପିଲାମାନେ ବିନ୍ଦୁ ସାଗରରେ ପହଁରୁଛନ୍ତି

ମହିଳାମାନେ ଭୁବନେଶ୍ୱରର ବିନ୍ଦୁ ସାଗରରେ ମାଛ ଧରୁଛନ୍ତି

ଦ୍ୱିତୀୟ ଦିନ ସପ୍ତାହନ୍ତ ବନ୍ଦ ମଧ୍ୟରେ ଭୁବନେଶ୍ୱରର କଳ୍ପନା ଛକ ଠାରେ ପୋଲିସ ଯାଞ୍ଚ କରୁଛନ୍ତି