ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୦, ୨୦୨୦)

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଗ୍ନିଶମ କର୍ମଚାରୀ ବିଶୋଧକ ସିଞ୍ଚନ କରୁଛନ୍ତି

 

ଶ୍ରୀଜୀଉଙ୍କ ଲାଗି ଓଡ଼ିଆ ମଠରୁ ଯାଉଛି ଫୁଲୁରି ତେଲ

 

ଭୁବନେଶ୍ୱରରେ ପ୍ରାକ ମୌସୁମି ବର୍ଷା

ସାମାଜିକ ଦୂରତ୍ୱକୁ ଫୁ : ଭୁବନେଶ୍ୱରରେ ଏକ ମାଛମାର୍କେଟରେ ଲୋକଙ୍କ ଗହଳି

 

ସ୍ୱାବଲମ୍ବୀ: କଟକ କ୍ୟାଣ୍ଟନମେଣ୍ଟ ରୋଡ଼ରେ ବ୍ୟବସାୟ ସାରି ନିଜେ ଟ୍ରଲି ଚଳାଇ ଫେରୁଛନ୍ତି ମହିଳା