ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୩, ୨୦୨୦)

ରାଜଧାନୀ ଭୁବନେଶ୍ୱରରେ ଶଟ୍‌ଡାଉନ୍

କଟକ ଗୌରୀଶଙ୍କର ପାର୍କ ଅଞ୍ଚଳରେ ଜଣେ ଚିତ୍ରକାର ଶ୍ରୀ ଜୀଉଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି

 

କଟକ ରାଜାବଗିଚା ଅଞ୍ଚଳରେ କେତେଜଣ ପିଲା ଖେଳୁଛନ୍ତି

 

କଟକରେ ଶଟ୍‌ଡାଉନ୍ ପ୍ରଭାବ