ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୬, ୨୦୨୦ )

ଅଣସରରେ ଥିବା ମହାପ୍ରଭୁଙ୍କ ଚିକତ୍ସା ଲାଗି ଔଷଧ ପ୍ରସ୍ତୁତ କରୁଛନ୍ତି ବୈଦ୍ୟରାଜ

 

କଟକ ଛତ୍ରବଜାର ତାଳଦଣ୍ଡା କେନାଲ ପାର୍ଶ୍ୱରେ ପରିବା ବିକୁଛନ୍ତି ଜଣେ ମହିଳା

 

କଟକ ଖାନନଗର କାଳୀମନ୍ଦିର ରାସ୍ତାରେ ଅଟୋରେ ଅସୁରକ୍ଷିତ ଯାତ୍ରା

ରଥରେ କଳସ ଏବଂ ଓଲଟ ଶୁଆ ଲାଗି ହେଲା

 

ଶେଷ ରଜରେ କଟକ ତାଳଦଣ୍ଡା କେନାଲ ପାର୍ଶ୍ଵ ବସ୍ତି ଅଞ୍ଚଳରେ କେତେଜଣ ଶିଶୁ ଟାୟାରରେ ଦୋଳି ଖେଳୁଛନ୍ତି

ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳରେ ଜଣେ ଯୁବତୀ ପ୍ଲାଷ୍ଟିକ ବାଲତି କିଣୁଛନ୍ତି