ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୧, ୨୦୨୦)

 

ରବିବାର ଆକାଶରେ ବିରଳ ସୂର୍ଯ୍ୟପରାଗର ଦୃଶ୍ୟ


ଭୁବନେଶ୍ୱରରେ ରବିବାର ଶଟଡାଉନର ଦୃଶ୍ୟ


ଶଟଡାଉନର ୨ୟ ଦିନରେ ଭୁବନେଶ୍ୱର ରେଳଷ୍ଟେଶନରେ ଯାତ୍ରୀମାନେ ଟ୍ରେନକୁ ଅପେକ୍ଷା କରି ରହିଛନ୍ତି।


ଅର୍ନ୍ତଜାତୀୟ ଯୋଗ ଦିବସରେ ଅବସରରେ ବିନ୍ଦୁସାଗରରେ ଯୋଗ ସାଧକ ଅଶୋକ ବରାଳ ଯୋଗ କରୁଛନ୍ତି