ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୩, ୨୦୨୦)

ପୁରୀ ରଥଯାତ୍ରା: ପାଣିରେ ତିନି ରଥର ପ୍ରତିଛବି

ପୁରୀ ରଥଯାତ୍ରା: ଶଙ୍କରାଚାର୍ଯ୍ୟ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି

ପୁରୀ ରଥଯାତ୍ରା: ସୁଦର୍ଶନଙ୍କ ପହଣ୍ଡି

ଭୁବନେଶ୍ୱର ରଥଯାତ୍ରା: ଚନ୍ଦ୍ରଶେଖରପୁର ଆରସିଏମ କଲେଜରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ  ଆଳତି

ଭୁବନେଶ୍ୱର ରଥଯାତ୍ରା: ଜାଗମରା ଧର୍ମଵିହାର ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହଣ୍ଡି

ଭୁବନେଶ୍ୱର ରଥଯାତ୍ରା: ୟୁନିଟ-୫ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପହଣ୍ଡି

ଭୁବନେଶ୍ୱର ରଥଯାତ୍ରା:  ୟୁନିଟ-୫ ଜଗନ୍ନାଥ ମନ୍ଦିରରେ ମହିଳାମାନେ ରଙ୍ଗୋଲି ପକାଉଛନ୍ତି

କଟକ ରଥଯାତ୍ରା:  ରାଣୀହାଟ ଶ୍ରୀବଳଦେବଜୀଉ ମନ୍ଦିର ପରିସର ଅସ୍ଥାୟୀ ଜନ୍ମବେଦିରେ ଶ୍ରୀଜୀଉ

 

ଅନୁଗୋଳ ରଥଯାତ୍ରା: ଶୈଳଶ୍ରୀକ୍ଷେତ୍ରରେ ଠାକୁରଙ୍କ ନୀତିକାନ୍ତି